Suche einschränken:
Zur Kasse

1 Ergebnis.

&#2860,&#2878,&#2858,&#2878, &#2835, &#2821,&#2856,&#2893...

Sahu, Bikesh
&#2860,&#2878,&#2858,&#2878, &#2835, &#2821,&#2856,&#2893,&#2911,&#2878,&#2856,&#2893,&#2911, &#2837,&#2860,&#2879,&#2852,&#2878
About the Book: 'ବାପା ଓ ଅନ୍ୟାନ୍ୟ କବିତା' କବି ବିକେଶ ସାହୁଙ୍କ ପ୍ରଥମ କବିତା ସଂକଳନ। ସମୁଦାୟ ୪୦ଟି କବିତାକୁ ନେଇ ଏହାର କଳେବର ପରିକଳ୍ପିତ। ଏଥି ମଧ୍ୟରୁ ବାପା ଶୀର୍ଷକ ସମୁଦାୟ ୧୦ଟି କବିତା ପର୍ଯ୍ୟବେଶିତ। ଅବଶିଷ୍ଟ କବିତାମାନଙ୍କ ଶୀର୍ଷକ ଭିନ୍ନ ହେଲେ ମଧ୍ୟ ଏହି ସବୁର ଭାବଚେତନା ବାପାଙ୍କ ଉପରେ କେନ୍ଦ୍ରୀଭୂତ। ସଂକଳନରେ ସ୍ଥାନୀତ କବିତା ସବୁ ତାଙ୍କ ତରୁଣ ବୟସର ରଚନା ହେଲେ ମଧ୍ୟ ତା'ର ଭାବବଳୟ ଯେ ଅତ୍ୟନ୍ତ ବ୍ୟାପକ - ଏହା ନିର୍ଦ୍ୱନ୍ଦ୍ୱରେ ସ୍ଵୀକାର କରାଯାଇପାରେ। About the Author: କବି ବିକେଶ ସାହୁ ଓଡ଼ିଆ କାବ୍ୟ ଆକାଶରେ ଆଗାମୀ କାଲି ପାଇଁ ଏକ ସମ୍ଭାବନା। ନିଜସ୍ୱ...

CHF 14.50